ଫାଇନ୍‌କୁ ନେଇ ରାଜମହଲ ଛକରେ ପୋଲିସ୍-ପବ୍ଲିକ୍ ଧସ୍ତାଧସ୍ତି : ନାକେଦମ୍ କଲେ ପବ୍ଲିକ୍, ପୋଲିସର ଲାଠିଚାର୍ଜ

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭।୯: ଫାଇନ୍ ପାଇଁ ରାଜମହଲ ଛକରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଗାଡିର ଫିଟନେସ୍ କାଗଜପତ୍ର ମାଗିଛନ୍ତି ଉତ୍ତ୍ୟକ୍ତଲୋକେ । ପୋଲିସ ଗାଡି ଜ୍ରାଇଭରକୁ ମଧ୍ୟ ଲାଇସେନ୍ସ ମାଗିଛନ୍ତି । ଅନ୍ୟପଟେ ମୋ ବସ୍‌ ରେ ଓଭର ଲୋଡିଂ ପାଇଁ ଫାଇନ୍ ଦାବି କରିଛନ୍ତି ଲୋକେ । ରାଜମହଲ ଛକରେ ମୋ ବସ୍ କୁ ଅଟକାଇଲେ ସାଧାରଣଲୋକ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଶହ ଶହ ସଂଖ୍ୟାରେ ସାଧାରଣ ଲୋକ ରୁଣ୍ଡ ହୋଇଛନ୍ତି ଲୋଲେ । ପରିସ୍ଥିତିକୁ ଆୟତ୍ତ କରିବାକୁ ଲାଠିଚାର୍ଜ କରିଛି ପୋଲିସ ।

{"id":154259}
{"id":154260,"width":581,"height":428}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.