Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମାଚ୍ୟୁରିଟି ପରେ ମଧ୍ୟ ଟଙ୍କା ଫେରସ୍ତ କରୁନି ସଂସ୍ଥା, ସାହାରା ଅଫିସ ସମ୍ମୁଖରେ ଏଜେଣ୍ଟ ଓ ଜମାକାରୀଙ୍କ ହୋହଲ୍ଲା

1/02/2021 at 3:12 PM

ଭଦ୍ରକ ୦୧।୦୨: ଟଙ୍କା ଜମା କରିଥିଲେ , ଏବେ ମାଚ୍ୟୁରିଟି ମଧ୍ୟ ହୋଇସାରିଲାଣି । କିନ୍ତୁ ମାଚ୍ୟୁରିଟି ଟଙ୍କା ଫେରାଉ ନାହିଁ କମ୍ପାନୀ । ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି ଜମାକାରୀ ।ଏମିତି ଅଭିଯୋଗରେ ଏଜେଣ୍ଟ ଓ କମାକାରୀମାନେ ଅଫିସ ଘେରାଉ କରିଛନ୍ତି । ଭଦ୍ରକ ସହରରେ ବାଇପାସ ସ୍ଥିତ ସାହାରା ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି ।

ଖବର ଅନୁଯାୟୀ. ଜିଲ୍ଲା ବିଭିନ୍ନ ଅଞ୍ଚଳର ଲୋକେ ସାହାରା ଏଜେଣ୍ଟ ମାଧ୍ୟମରେ ନିଜ ଟଙ୍କା ଜମା କରିଥିଲେ । ତାଙ୍କ ଜମାଟଙ୍କାର ମାଚ୍ୟୁରିଟି ହୋଇସାରିଲାଣି, କିନ୍ତୁ ଟଙ୍କା ଦେଉନାହିଁ ସାହାରା । ଏନେଇ ଜମାକାରୀ ସାହାରା ଅଫିସ ଓ ଏଜେଣ୍ଟଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଏବେ ଏଜେଣ୍ଟ ଓ ଜମାକାରୀ ଏକାଠି ହୋଇ ସାହାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

ଅଫିସ ସମ୍ମୁଖରେ ହୋହାଲ୍ଲା ମଧ୍ୟ କରୁଛନ୍ତି । ସେପଟେ ଭଦ୍ରକ କାର୍ଯ୍ୟାଳୟର ସେକ୍ଟର ମୁଖ୍ୟ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ ସେବିକୁ ଉପରେ ଲଗାଇଥିବା କଟକଣା ଲାଗି ଟଙ୍କା ମିଳିପାରୁନାହିଁ । ତେବେ ଜମାକାରୀମାନେ ଅପେକ୍ଷା କରନ୍ତୁ ଏବଂ ମାର୍ଚ୍ଚ ମାସ ପରେ ସମସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ମୁଖ୍ୟ ଏକ ଭିଡିଓ ବାର୍ତ୍ତା ଜରିାଆରି କହିଛନ୍ତି ।

   Related Posts