ବରଗଡ଼ ଜିଲ୍ଲା ୩ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ ; ଜାଳିଦେଲେ ଟ୍ରକ

Published By : Prameya-News7 Bureau | June 19, 2018 IST

ବରଗଡ଼ ଜିଲ୍ଲା ୩ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି | ଠିକାଦାର କ୍ୟାମ୍ପ,ଜେସିବି ସହ ୪ଟି ଟ୍ରକ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ | କ୍ଷତି ପୂରଣ ଦାବିରେ ସୋହେଲା ପଦ୍ମପୁର ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ | ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.