ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ମାଲକାନଗିରିରେ ରେଗୀ ମୃତ୍ୟୁକୁ ନେଇ ଉତ୍ତେଜନା ; କ୍ଷତିପୂରଣ ଓ ନୂଆ ଡାକ୍ତର ନିଯୁକ୍ତି ପାଇଁ ଦାବି

13/09/2018 at 12:35 PM

ମାଲକାନଗିରି ୧୩/୯ : ମାଲକାନଗିରିରେ ରେଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳା ପାଇଁ ମାଲକାନଗିରି ବାଲିମେଳା ଡାକ୍ତରଖାନାରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ମୃତକଙ୍କ ପରିବାର ଲୋକ ଡାକ୍ତରଖାନାରେ ପାଟିତୁଣ୍ଡ କରିବା ସହିତ କ୍ଷତି ପୂରଣ ଦାବିରେ ଧରଣା ଦେଇଛନ୍ତି । ଏହା ସହିତ ବାଲିମେଳା ଡାକ୍ତରଖାନାରେ ନୂଆ ଡାକ୍ତର ନିଯୁକ୍ତ କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ମୃତକ ହେଉଛନ୍ତି ରାଜୁ ବାଗ୍ । ତାଙ୍କ ଜର ହୋଇଥିବାରୁ ଆଜି ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକ । ତେବେ ସେ ସମୟରେ ଡାକ୍ତରଖାନାରେ ଡାକ୍ତର ଉପସ୍ଥିତ ନଥିଲେ । ଏପରିକି ଦୀର୍ଘ ସମୟ ଧରି ଡାକ୍ତରଖାନାକୁ ମଧ୍ୟ ଆସିନଥିଲେ । ଫଳରେ ଚିକିତ୍ସା ନପାଇ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ …

   Related Posts