Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନ୍ୟୁଜ୍ ସେଭେନ୍‌ର ‘ଭୋଟ୍ ଓଡ଼ିଶା’ ସର୍ଭେ ଚାଲିଥିବା ବେଳେ ଭୋଟ୍ ବାକ୍ସ ଛଡାଇନେଲେ ଗୋଟିଏ ଗୋଷ୍ଠୀ

21/02/2019 at 1:07 PM

ବରୀ ୨୧|୨: ଯାଜପୁର ବରୀରେ ‘ଭୋଟ୍ ଓଡ଼ିଶା’ ସର୍ଭେ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଛି।  ସର୍ଭେ ପାଇଁ ନ୍ୟୁଜ୍ ସେଭେନ୍ ଟିମ୍ ବରୀ ମୁଖ୍ୟ ବଜାରରେ ପହଞ୍ଚିବା ବେଳେ ସେଠାରେ ଲୋକଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଥିଲା । ହଜାର ହଜାର ଲୋକ ପହଞ୍ଚିଥିଲେ ଏହି ସର୍ଭେରେ ଅଂଶଗ୍ରହଣ କରିବାକୁ । ବହୁ  ପରିମାଣରେ ଲୋକେ ମଧ୍ୟ ଏକାଠି ହୋଇଥିଲେ।

କିନ୍ତୁ ପରେ ପରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଆଉ ପରେ ପରେ ‘ଭୋଟ୍ ଓଡ଼ିଶା’ ଟିମ୍ କୁ ମଧ୍ୟ ସେମାନେ ଛାଡ଼ିନଥିଲେ । ଏପରିକି ‘ଭୋଟ୍ ଓଡ଼ିଶା’ ବାକ୍ସକୁ ଛଡ଼ାଇନେବା ଲାଗି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା ।

ଏପରି ସ୍ଥିତିରେ ଜଣେ ଭୋଟ୍ ଓଡିଶା ବାକ୍ସ ଧରି ଦୌଡ଼ିବାକୁ ଆରମ୍ଭ କରିଥିଲେ । କିଛି ଲୋକ ମଧ୍ୟ ସର୍ଭେ ପେପର ଛଡ଼ାଇନେଇଥିଲେ। ପରେ ସେଠାରେ ପରିସ୍ଥିତି ଶାନ୍ତି ପଡ଼ିବା ଦେଖି ନ୍ୟୁଜ୍ ସେଭେନ୍ ଟିମ୍ ଅନ୍ୟ ସ୍ଥାନକୁ ଯାଇଥିଲେ। ।

   Related Posts