ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଫଳକ ଉନ୍ମୋଚନ ନେଇ ବିବାଦ
30/08/2018 at 11:52 PM

କେନ୍ଦ୍ରାପଡା ୩୧|୮: ଆଜି ସ୍ବାୟତ୍ତ ଶାସନ ଦିବସ । ପୌର ପୌରପରିଷଦମାନଙ୍କରେ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ଫଳକ ଉନ୍ମୋଚନ ନେଇ ବିବାଦ । ଆଜି ପଟ୍ଟାମୁଣ୍ଡାଇ ଠାରେ ଦୁଇଟି ଉନ୍ନୟନମୂଳକ ପ୍ରକଳ୍ପ କଲ୍ୟାଣ ମଣ୍ଡପ ପୌରପରିଷଦ ପଟ୍ଟାମୁଣ୍ଡାଇ ଓ ପଟ୍ଟାମୁଣ୍ଡାଇ ବଜାରରେ ଏକ ଭେଣ୍ଡିଙ୍ଗ ଜୋନ୍ ଉଦଘାଟିତ ହେବାର ଯୋଜନା ରହିଛି । କିନ୍ତୁ ଦୁଇଟି ପ୍ରକଳ୍ପ ପାଇଁ ୪ଟି ଫଳକ ମରାଯାଇଛି । ପ୍ରକଳ୍ପ ଉଦଘାଟନ ହେବା ପାଇଁ ନେଇ ବିଜେଡି ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଛି ।
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022