ଜିଏମ୍ କଲେଜରେ ଛାତ୍ର ଉତ୍ତେଜନା ଜାରି : ଛାତ୍ର-ପୋଲିସ ଧସ୍ତାଧସ୍ତି, ମୁଖ୍ୟ ଫାଟକରେ ତାଲା
19/10/2019 at 11:57 AM

ସମ୍ବଲପୁର ୧୯।୧୦: ସମ୍ବଲପୁର ଜିଏମ୍ କଲେଜରେ ଛାତ୍ର ଉତ୍ତେଜନା ଜାରି ରହିଛି । ଆଜି ସକାଳେ ଛାତ୍ର-ପୋଲିସ ଧସ୍ତାଧସ୍ତି ହୋଇଥିବା ବେଳେ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଅସନ୍ତୁଷ୍ଟ ଛାତ୍ର । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

୮ ଅଧ୍ୟାପକଙ୍କୁ ବଦଳି ଦାବିରେ ସମ୍ବଲପୁର ଜିଏମ୍ କଲେଜରେ ୩ ଦିନ ହେବ ଲାଗି ରହିଛି ଉତ୍ତେଜନା ।