ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହି
7/07/2019 at 6:52 PM

କଟକ ୭|୭: ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ବେଳେ ଗଣ୍ଡଗୋଳ ହୋଇଛି । କଟକ ଟାଉନ୍ ହଲ୍ ରେ ବୈଠକ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହି ପରିସ୍ଥିତି ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା । ସଦସ୍ୟତା ସଂଗ୍ରହକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି ।