Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ; ୪୦ଯାତ୍ରୀ ଗୁରୁତର

7/01/2019 at 12:30 PM

ଅନୁଗୁଳ ୭|୧: ଅନୁଗୁଳ ଜିଲ୍ଲା ଟୁକୁଡା ନିକଟରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ରେଢାଖୋଲରୁ ଅନୁଗୁଳ ଆସୁଥିବା ‘ହୋତା’ ନାମକ ଘରୋଇ ବସ୍ ଟି ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ପହଞ୍ଚି ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ବସରେ ପାଖାପାଖି ୪୦ ଯାତ୍ରୀ ଥିଲେ ।  

   Related Posts