ଅଗ୍ନିକାଣ୍ଡରେ ଜଳିଗଲା ୧୦ ରୁ ଅଧିକ ଘର ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Published By : Prameya-News7 Bureau | August 30, 2018 IST

ଢେଙ୍କାନାଳ ୩୧|୮:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅସୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ନିଆଁରେ ଜଳିଗଲା ୧୦ ରୁ ଉର୍ଦ୍ଧ୍ବ ବଖରା ଘର । ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ  ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସର୍ଟ୍ ସର୍କିଟ୍ ରୁ ନିଆଁ ଲାଗିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.