Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଉତ୍ତରାଖଣ୍ଡରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଚୋରି କରିଲେ ପୂର୍ଣ୍ଣ ହୁଏ ମନସ୍କାମନା

11/12/2018 at 10:04 AM

ଡେହେରାଡୁନ ୮|୧୨: ଭଗବାନଙ୍କଲୀଳାରୁ ଦୁନିଆ ଗଢା। ମନ୍ଦିର ବିନା ଏ ଜଗତ ଅଧୁରା । ଦୁନିଆରେ ଏମିତି ଅନେକ ମନ୍ଦିର ଅଛି ଯିଏ ନିଜର ରହସ୍ୟ ପାଇଁ ଜଣା ଶୁଣା । ଲୋକେ ମନ୍ଦିର ଯାନ୍ତି ଠାକୁର ପୂଜିବାକୁ । ମନସ୍କାମନା  ପୁରା ହେବା ଆଶା ନେଇ ମଧ୍ୟ ଶ୍ରଦ୍ଦାଳୁ ଦର୍ଶନ କରିବାକୁଯାନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ଏମିତି ଏକ ମନ୍ଦିର ଅଛି ଯେଉଁଠି ଚୋରି କରିଲେ ମନସ୍କାମନା ପୁରାହୋଇଥାଏ ବୋଲି ବିଶ୍ବାସ ରହିଛି।

ଉତ୍ତରାଖଣ୍ଡରେ ସ୍ଥିତ ଚୁଡିଆଲାଗ୍ରାମରେ ସିଦ୍ଧପୀଠ ଚୁଡାମଣି ଦେବୀଙ୍କ ମନ୍ଦିର ସ୍ଥାପିତ। ଏହି ଧାର୍ମିକ ସ୍ଥାନରେ ନିଜ ମନସ୍କାମନାପୁରଣ କରିବା ପାଇଁ  ଶ୍ରଦ୍ଦାଳୁମାନେ ଚୋରି କରନ୍ତି।

ବାଲ୍ୟ କାଳରୁ ଘରେ, ସ୍କୁଲରେଆମକୁ ଏହି ଶିକ୍ଷା ଦିଆଯାଏ ଯେ ଚୋରି କରିବା ଓ ମିଥ୍ୟା କହିବା ମହା ପାପ । ହେଲେ ଏହି ମନ୍ଦିରରେଚୋରି କରିବା ଯେମିତି ମଣିଷର ଆବଶ୍ୟକତା । ଏହି ମନ୍ଦିରର ନିର୍ମାଣ ଲଂଢୌରା ବଂଶର ଜଣେ ରାଜା ୧୮୦୫ମସିହାରେ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଥରେ ଜଙ୍ଗଲରେ ରାଜାଙ୍କୁ  ମାଁ  ଚଣ୍ଡିବେଶରେ ଦର୍ଶନ ଦେଇଥିଲେ । ରାଜା ନିଃସନ୍ତାନ ଥିଲେ ତେଣୁ ମାଁଙ୍କୁ ସେ ପୁତ୍ର ପ୍ରାପ୍ତିର ବରଦାନମାଗିଥିଲେ। ମନସ୍କାମନା ପୁରା ହେଲା ପରେ ରାଜା ମନ୍ଦିରର ନିର୍ମାଣ କରିଥିଲେ। ତେବେ ଏହି ମନ୍ଦିରରୁଯିଏ ମାଁଙ୍କ ଚରଣରୁ ଲୋକଡା ଚୋରୀ କରିବ ତାଙ୍କ ଘରେ ପୁତ୍ର ସନ୍ତାନ ଜନ୍ମହେବ ବୋଲି ବିଶ୍ବାସ ରହିଛି।

   Related Posts