ସୋମବାର ୧୦ ସହରରେ ତାପମାତ୍ରା ୪୦କୁ ଟିପିଛି: ରାଜଧାନୀରେ ସବୁଠୁ ଅଧିକ

Published By : Prameya-News7 Bureau | April 13, 2020 IST

ଭୁବନେଶ୍ବର୧୩/୪: ଆଜି ରାଜ୍ୟରେ ୧୦ଟି ସହରରେ ତାପମାତ୍ରା ୪୦ ଟପିଥିବା ବେଳେ  ଟପ୍‌ରେ ରହିଛି ରାଜଧାନୀ ଭୁବନେଶ୍ବର ।  ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ବରର ତାପମାତା୍ର ୪୧ଡିଗ୍ରୀ ୫ ସେଲସିୟସ ହୋଇଛି । ସେହଭଳି ବାରିପଦା ୪୧, ବଲାଙ୍ଗିର ୪୧ ପଏଣ୍ଟ ୨, କଟକ ୪୦ ପଏଣ୍ଟ ୧,  ଚାନ୍ଦବାଲି ୪୦ ପଏଣ୍ଟ ୭, ବୌଦ୍ଧ ୪୦ ପଏଣ୍ଟ ୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦ ପଏଣ୍ଟ ୨, ମାଲକାନ ଗିରି ତାପମାତ୍ରା ୪୦ ଡିଗ୍ରୀ  ରହିଥିଲା ।  ସେହଭଳି ବାଲେଶ୍ବର, ପାରାଦୀପ, କେନ୍ଦୁଝର, ସମ୍ବଲପୁର, ସୋନପୁର, ଦାରିଙ୍ଗବାଡ଼ ସବୁଠି ବେଶ୍‌ ତାତି ଅନୁଭୂତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.