Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସୋମବାର ୧୦ ସହରରେ ତାପମାତ୍ରା ୪୦କୁ ଟିପିଛି: ରାଜଧାନୀରେ ସବୁଠୁ ଅଧିକ

13/04/2020 at 9:35 PM

ଭୁବନେଶ୍ବର୧୩/୪: ଆଜି ରାଜ୍ୟରେ ୧୦ଟି ସହରରେ ତାପମାତ୍ରା ୪୦ ଟପିଥିବା ବେଳେ  ଟପ୍‌ରେ ରହିଛି ରାଜଧାନୀ ଭୁବନେଶ୍ବର ।  ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ବରର ତାପମାତା୍ର ୪୧ଡିଗ୍ରୀ ୫ ସେଲସିୟସ ହୋଇଛି । ସେହଭଳି ବାରିପଦା ୪୧, ବଲାଙ୍ଗିର ୪୧ ପଏଣ୍ଟ ୨, କଟକ ୪୦ ପଏଣ୍ଟ ୧,  ଚାନ୍ଦବାଲି ୪୦ ପଏଣ୍ଟ ୭, ବୌଦ୍ଧ ୪୦ ପଏଣ୍ଟ ୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦ ପଏଣ୍ଟ ୨, ମାଲକାନ ଗିରି ତାପମାତ୍ରା ୪୦ ଡିଗ୍ରୀ  ରହିଥିଲା ।  ସେହଭଳି ବାଲେଶ୍ବର, ପାରାଦୀପ, କେନ୍ଦୁଝର, ସମ୍ବଲପୁର, ସୋନପୁର, ଦାରିଙ୍ଗବାଡ଼ ସବୁଠି ବେଶ୍‌ ତାତି ଅନୁଭୂତ ହୋଇଛି ।

   Related Posts