Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅସମ୍ଭାଳ ହେଲାଣି ତାତି : ଆହୁରି ୨ ରୁ ୩ଡିଗ୍ରୀ ବଢିପାରେ ପାରଦ, ମାଲକାନଗିରିରେ ୪୦ ଡିଗ୍ରୀ ଛୁଇଁଲା

26/03/2019 at 9:55 AM

ଭୁବନେଶ୍ବର ୨୬|୩ : ମାର୍ଚ୍ଚ ସରିନି । ଉପରମୁହାଁ ପାରଦ । କିନ୍ତୁ ଅସମ୍ଭାଳ ହେଲାଣି ଅବସ୍ଥା । ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ସୂର୍ଯ୍ୟଙ୍କ ପ୍ରକୋପ । ଜରୁରୀ କାମ ନଥିଲେ ଘରୁ ବାହାରିବାକୁ ଲୋକେ ଡରିଲେଣି । ଆଗକୁ ତାତି ଆହୁରୀ ବଢିବ । ଆଜିଠୁ ତାପମାତ୍ରା ଆହୁରୀ ୧ ଡିଗ୍ରୀ ବଢିବା ସମ୍ଭାବନା ରହିଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ  କାଳବୈଶାଖୀ ହେବାର ସମ୍ଭାବନା ରହିଛି । ବିଶେଷ କରି ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହା ସହ ଦକ୍ଷିଣ ଓଡିଶାର  କନ୍ଧମାଳ, ଗଞ୍ଜାମରେ ମଧ୍ୟ କାଳବୈଶାଖୀ ସମ୍ଭାବନା ରହିଛି  ।

   Related Posts