ରାଜ୍ୟରେ କମୁଛି ତାପମାତ୍ରା , ଆଜି ମାତ୍ର ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର ୨୯/୫: ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ୪୨.୫ଡିଗ୍ରୀ ତାପମାତ୍ରା ରହିଛି। ଅନ୍ୟ ସହରଗୁଡ଼ିକ ମଧ୍ୟରୁ –

ବାଲେଶ୍ବର- ୩୬.୦

ଚାନ୍ଦବାଲି- ୩୮.୭

କଟକ- ୩୮.୫

ପାରାଦ୍ବୀପ- ୩୩.୩

ଭୁବନେଶ୍ବର-୩୯.୧

ଗୋପାଳପୁର -୩୨.୪

ପୁରୀ- ୩୪.୨

ଅନୁଗୁଳ -୪୦.୧

ବାରିପଦା- ୩୮.୪

ଝାରସୁଗୁଡ଼ା- ୪୧.୦

କେନ୍ଦୁଝର- ୩୮.୨

ସମ୍ବଲପୁର- ୩୯.୬

ସୁନ୍ଦରଗଡ଼- ୩୯.୦

ହୀରାକୁଦ- ୩୯.୦

ତାଳଚେର-୪୦.୧

ଭବାନୀପାଟଣା- ୪୧.୦

ବଲାଙ୍ଗୀର- ୪୧.୫

କୋରାପୁଟ- ୩୪.୨

ଟିଟିଲାଗଡ଼-୪୨.୫

ମାଲକାନଗିରି- ୪୨.୫

ସୋନପୁର- ୩୮.୬

ଦାରିଙ୍ଗିବାଡ଼ି- ୩୪.୫

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.