Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ତେଲକୋଇରେ ଦନ୍ତାର ଆତଙ୍କ : ମହିଳାଙ୍କୁ ଶୁଣ୍ଢରେ ଫିଙ୍ଗିଦେଲା ହାତୀ, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

19/04/2020 at 8:15 AM

ତେଲକୋଇ ୧୯।୦୪: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଦେଉଳଡିହା ଗାଁ ନୁଆସାହିରେ ଦନ୍ତା ଆତଙ୍କ । ମହିଳାଙ୍କୁ ଶୁଣ୍ଢରେ ଫିଙ୍ଗିଦେଲା ଦନ୍ତା । ମହିଳାଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାର ତାଙ୍କ ଚିକିତ୍ସା ଜାରି ରହିଛି ।

ରବିବାର ଦିନ  କ୍ଷିର ସିଂହରା ନାମକ ମହିଳା ଅନ୍ୟ ଦୁଇଜଣଙ୍କ ସହ ମହୁଲଫୁଲ ଗୋଟାଇବାକୁ ଗାଁ ପାଖ ବୁଲତଇଲା ଜଙ୍ଗଲକୁ ଯାଇଥିଲେ । ସେଠାରେ କ୍ଷିର ସିଂହରା ଙ୍କୁ ହାତୀ ଟି ଗୋଡାଇ ଗୋଡାଇ ଶୁଣ୍ଢରେ ଟେକି ଫୋପାଡ଼ି  ଦେଇଥିଲା । ଭାଗ୍ୟ ବସତଃ ମହିଳା ଜଣଙ୍କ ଏକ ଖାଲରେ ପଡିଯାଇଥିଲେ । ହାତୀ ତାଙ୍କୁ ଦେଖି ନପାରି ପଳାଇଯାଇଥିଲା । ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ । ଏନେଇ ଗାଁରେ ଚାପା ଉତେଜନା ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମହିଳାଙ୍କୁ ନିକଟସ୍ଥ  ମେଡିକାଲରେ ଭର୍ତ୍ତି କରିଛି ।

   Related Posts