Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇ ଫେରିଲେ ଚିନ୍ମୟୀ: କହିଲେ, ଗଣମାଧ୍ୟମର ଚାପରେ… ଶୁଣନ୍ତୁ କ’ଣ କହୁଛନ୍ତି

27/09/2020 at 4:52 PM

 ବାଲେଶ୍ବର୨୭/୯: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧୀରେ ଧୀରେ ନିଷ୍କ୍ରୟ ହେବାକୁ ଲାଗିଲାଣି। ଏହି ସମୟରେ ଆଦିତ୍ୟଙ୍କ  ଏକ୍ସ ଗାର୍ଲ ଫ୍ରେଣ୍ଡ୍ ବା ପୂର୍ବତନ ପ୍ରେମିକା ଚିନ୍ମୟୀ କ୍ରାଇମ ବ୍ରାଞ୍ଚ ନିକଟରେ ହାଜର ହୋଇ ଫେରିଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଜେରା କରିଥିବା ଚିନ୍ମୟୀ କହିଛନ୍ତି। ଗତ ୧୮ ତାରିଖରେ ସେ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। ସେଠାରେ ୩ ଜଣ ଅଧିକାରୀ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ।  ଚିନ୍ମୟୀ ତାଙ୍କ ଓକିଲଙ୍କୁ ସାଙ୍ଗ ଧରି ସେଠାକୁ ଯାଇଥିଲେ। ଏ ନେଇ ଆମ ପ୍ରତିନିଧି ତାଙ୍କ ସହ କଥା ହୋଇଥିଲେ। ସେ କହିଥିଲେ, ମୋତେ କ୍ରାଇମ୍ ବ୍ରାଞ୍ଚ ଡାକି ନଥାଆନ୍ତେ, ଯେହେତୁ ଗଣମାଧ୍ୟମର ଚାପ ରହିଲା, ସେଥିପାଇଁ ସେମାନେ ମୋତେ ଡାକିଛନ୍ତି। ଶୁଣନ୍ତୁ କଣ ଚିନ୍ମୟୀ କହୁଛନ୍ତି…

   Related Posts