ତେଜ - ଐଶ୍ଵର୍ଯ୍ୟା ବାହାଘର

Published By : Prameya-News7 Bureau | May 12, 2018 IST

ଆଜି ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ବାହାଘର । ପାଟନା ସ୍ଥିତ ବିହାର ଭେଟେରିନାରି କଲେଜ ପଡିଆରେ ଏହି ହାଇପ୍ରୋଫାଇଲ ବାହାଘର ଲାଗି ବିରାଟ ଆୟୋଜନ ହୋଇଛି । ୫୦ସଜ୍ଜିତ ଘୋଡା ବାହା ରୋଷଣୀର ସାମିଲ ହେବେ, ୭ ହଜାର ଅତିଥିଙ୍କ ପାଇଁ ଆୟଜନ । ଆରଜେଡି ସୁପ୍ରମୋଙ୍କ ପୁଅ ତେଜପ୍ରତାପ ଆରଜେଡି ବିଧାୟିକା ଚନ୍ଦ୍ରିକା ରାଇଙ୍କ ଝିଅ ଐଶର୍ଯା ରାଇଙ୍କୁ ବାହା ହେଉଛନ୍ତି । ଏହି ଜାକଜମକପୂର୍ଣ୍ଣ ବାହାଘର ଲାଗି ପାଟନାର ବହୁ ପ୍ରମୂଖ ହୋଟେଲରେ ୭୫ରୁ ଅଧିକ ପ୍ରକୋଷ୍ଠ ବୁକ୍‌ କରାଯାଇଛି । ପୁଅ ବାହାଘର ଲାଗି ଲାଲୁଙ୍କୁ ତିନିଦିନ ପାରୋଲ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.