Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନନ୍ଦନକାନନ ଯିବେ ୧୦ଜଣିଆ ବୈଷୟିକ ଟିମ୍, ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ନେଇ କରିବେ ତର୍ଜମା

10/12/2019 at 7:49 AM

ଭୁବନେଶ୍ବର ୧୦।୧୨: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ରହୁଥିବା ପଶୁପକ୍ଷୀଙ୍କ ଉପଯୁକ୍ତ ସୁରକ୍ଷା, ଯତ୍ନ, ସ୍ବାସ୍ଥ୍ୟସେବା ତଥା ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ ପାଇଁ ଆଜି ଉଚ୍ଚସ୍ତରୀୟ ବୈଷୟିକ କମିଟି ପରିଦର୍ଶନରେ ଯିବେ । ଜାତୀୟସ୍ତରର ୧୦ ଜଣ ଅଭିଜ୍ଞ ତଥା ଦକ୍ଷ ବିଶେଷଜ୍ଞଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଅବସରପ୍ରାପ୍ତ ଓଡିଶା ପଶୁ ଚିକିତ୍ସା ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଏଲ.କେ. ରାଏ ଏହି କମିଟିର ନେତୃତ୍ବ ନେଉଛନ୍ତି।

   Related Posts