Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ହାତୀ ମୃତ୍ୟୁ ନେଇ ନନ୍ଦନକାନନରେ ବୈଷୟିକ ଟିମ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

21/09/2019 at 1:02 PM

ଭୁବନେଶ୍ବର ୨୧।୯: ହାତୀ ମୃତ୍ୟୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ୪ ହାତୀଙ୍କ ମୃତ୍ୟୁ ହେବା ପରେ ନନ୍ଦନକାନନରେ ବୈଷୟିକ ଟିମର ବୈଠକ । ବୈଠକରେ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଡାକ୍ତରୀ ଟିମ୍ ଉପସ୍ଥିତ ଅଛନ୍ତି । ନନ୍ଦନକାନନ ସହ ନିର୍ଦ୍ଦେଶକ ଜୟନ୍ତ ଦାଶ କହିଛନ୍ତି ପୂର୍ବରୁ ହର୍ପିସ୍ ନେଇ ୟୁଏସଏର ସ୍ମିଥ୍ ସୋନିଅନ୍ ପାର୍କ ସହ ଆଲୋଚନା ହୋଇଥିଲା । କେରଳ ଓ ଆସାମ ବନ ବିଭାଗ ସହ ମଧ୍ୟ ସମ୍ପର୍କ କରାଯାଇଥିଲା ।

ଓୟୁଏଟିର ଡାକ୍ତରୀ ଟିମ୍ ପହଞ୍ଚିବା ପରେ ‘ଗୌରୀ’ର ହେବ ପୋଷ୍ଟମର୍ଟମ୍ । ମାସେ ଭିତରେ ନନ୍ଦନକାନନରେ ୪ଟି ହାତୀ ପ୍ରାଣ ହରାଇଛନ୍ତି । ଏବେ ୨ ବର୍ଷର ହାତୀ ‘ମାମା’ ପ୍ରତି ହର୍ପିସ ସଂକ୍ରମଣ ବିପଦ ରହିଛି ।

   Related Posts