Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବ୍ରିଜ୍ ଭୁଷୁଡି ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା : ଘଟଣାସ୍ଥଳରେ ନମୁନା ସଂଗ୍ରହ କଲା ଟେକ୍ନିକାଲ ଟିମ୍

3/12/2020 at 4:24 PM

ବଲାଙ୍ଗୀର ୩।୧୨: ବଲାଙ୍ଗୀରର ବହୁ ଚର୍ଚ୍ଚିତ ତମିଆଁ- ମୁଦଲସର ଶୁକତେଲ ବ୍ରିଜ ଭୁଷୁଡିବା ଘଟଣାରେ ଘଟଣାସ୍ଥଳକୁ ଯାଇ ବ୍ରିଜର ନମୁନା ସଂଗ୍ରହ କରୁଛି ଭିଜିଲାନ୍ସର ଟେକ୍ନିକାଲ ଟିମ୍ । ଭିଜିଲାନ୍ସର ୫ ଜଣିଆ ଟେକ୍ନିକାଲ ଟିମ୍ ପାଟଣାଗଡ଼ ଯାଇ ବ୍ରିଜ ଭୁଷୁଡ଼ିବା ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ରିଜର ଦୈର୍ଘ୍ୟ ଓ ପ୍ରସ୍ଥ ମାପଚୁପ କରିବା ସହ ବ୍ରିଜର ଛାତକୁ ଫଟାଇ ତାର ମାନ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଛି । ବ୍ରିଜର ଉଭୟ ସାଇଡରେ ଜେସିବି ମେସିନରେ ଠିକ୍ ମାଲ୍ ମାଟେରିଆଲ ଲାଗିଛି କି ନାହିଁ ସେସବୁର ଯାଞ୍ଚ କରିଛି ଟିମ୍ । ଏହି ଟିମ୍ ଦୀର୍ଘ ଘଣ୍ଟା ଧରି ଭୁଷୁଡ଼ିଥିବା ବ୍ରିଜର ଭଗ୍ନାବଶେଷ ସଂଗ୍ରହ କରି ପରୀକ୍ଷା ପାଇଁ  ଭୁବନେଶ୍ବର ପଠାଇଛି ।

   Related Posts