Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ୱେଷ୍ଟଇଣ୍ଡିଜ୍ ଟୁର: ପ୍ରଥମ ଟି-୨୦ରେ ଟିମ ଇଣ୍ଡିଆର ରୋମାଞ୍ଚକର ବିଜୟ, ୬ ୱିକେଟରେ ୯୮ ରନ୍

3/08/2019 at 10:52 PM

 ଲଡରହିଲ: ଆମେରିକା ଫ୍ଲୋରିଡାର ଲଡର ହିଲରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଟିକୁ ଟିମ୍ ଇଣ୍ଡିଆ ଅକ୍ଲେଶରେ ଜିତିଯାଇଛି। କ୍ୟାପ୍ଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମ ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତୀୟ ବୋଲରମାନେ ୱେଷ୍ଟଇଣ୍ଡିଜକୁ ଧୂଳିଚଟେଇଥିଲେ।  ତେବେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୯ଟି ୱିକେଟ୍ ବିନିମୟରେ ୯୫ ରନ୍ କରିଥିବା ବେଳେ ଭାରତ ୧୭ ଓଭର ୨ଟି ବଲ ଖେଳି ୬ ୱିକେଟ୍ ବିନିମୟରେ କରିଥିଲା ୯୮ ରନ।

ୱେଷ୍ଟଇଣ୍ଡିଜର କାୟରନ ପୋଲାର୍ଡ ସର୍ବାଧିକ ସର୍ବାଧିକ ୪୯ ରନ କରିଥିବା ବେଳେ ଭାରତୀୟ ବୋଲର ନବଦୀପ ସୈନିଙ୍କୁ ମିଳିଛି ସର୍ବାଧିକ ୩ ୱିକେଟ୍ ।  ଭାରତର ଓପ୍ନର ରୋହିତ ଶର୍ମା ସର୍ବାଧିକ ୨୪ ରନ କରିଛନ୍ତି। ଅଧିନାୟକ ବିରାଟ କୋହଲି ଓ ପାଣ୍ଡେ ପ୍ରତ୍ୟେକ ୧୯ ରନ ଲେଖାଏଁ କରିଥିବା ବେଳେ ପାଣ୍ଡ୍ୟା ୧୨, ରବିନ୍ଦ୍ର ଜାଡେଜା ୧୦ ଓ ୱାସିଂଟନ ସୁନ୍ଦର ୮ ରନ କରି କ୍ରିଜରେ ନଟ୍ ଆଉଟ୍ ଅଛନ୍ତି।

   Related Posts