Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ପାକ୍‌କୁ ଟକ୍କର ଦେବାକୁ ତୟାର ମେନ୍‌ ଇନ୍‌ ବ୍ଲ୍ୟୁ, ହୋଟେଲରୁ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି : ଭିଡିଓ ସେୟାର କଲା BCCI

24/10/2021 at 5:59 PM

ଦୁବାଇ ୨୪/୧୦ : ଆଉ ମାତ୍ର କିଛି ସମୟର ଅପେକ୍ଷା । ଆରମ୍ଭ ହେବ ମହା ମୁକାବିଲା । ଭାରତ-ପାକିସ୍ତାନ ମ୍ୟାଚ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ-ପାକ୍‌ । ପାକିସ୍ତାନକୁ ମାତ୍‌ ଦେବାକୁ ପୁରାପୁରି ଭାବେ ତୟାର ମେନ୍‌ ଇନ୍‌ ବ୍ଲ୍ୟୁ । ଭାରତୀୟ ଖେଳାଳିମାନେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି । ଖେଳାଳିମାନେ ହୋଟେଲରୁ ବାହାରୁଥିବାର ଭିଡିଓ ସେୟାର କରିଛି ବସିସିଆଇ ।

ଦୁବାଇ ଷ୍ଟାଡିୟମରେ ମହାମୁକାବିଲା ଦେଖିବା ପାଇଁ କ୍ରିକେଟ ପ୍ରେମୀ ଆତୁରତାର ସହ ଚାହିଁ ରହିଛନ୍ତି । ଭାରତରେ ଏବେ ପୁରା ଉତ୍ସବର ମାହୋଲ । ଦେଶର କୋଣ ଅନୁକୋଣରେ ଭାରତ ଜିତିବା ନେଇ କ୍ରିକେଟ ପ୍ରେମୀ ମାନସିକ କରିଥିବା ଦେଖିବାକୁ ମିଳିଛି ।

   Related Posts