ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ତୃତୀୟ ଦିନରେ ଶିକ୍ଷକଙ୍କ ଧାରଣା

18/08/2018 at 7:09 AM

ଭୁବନେଶ୍ବର୧୮/୮: କର୍ମଚାରୀ ମିଳିତ ମଞ୍ଚର ୧ଲକ୍ଷ କର୍ମଚାରୀ ୩ ଦିନ ହେଲାଣି ଲେ।ୟର ପିଏମଜିରେ ଧାରଣା ଦେଇଛନ୍ତି । ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନ ପ୍ରତ୍ୟାହ।ର କରିବା ସହିତ ଯେ।ଗ୍ୟ ବିବେଚିତ ଦିନଠାରୁ ପୁର୍ଣ୍ଣ ଅନୁଦାନ ଆଇନ ଲାଗୁ କରିବା, ଚାକିରୀ ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯେ।ଗ ନଦେଇ ସରକାରଙ୍କୁ ସବୁଠି ସବୁକ୍ଷେତ୍ରରେ ସହଯେ।ଗ କରି ଆସିଛନ୍ତି । ତେବେ ୨୫ ବର୍ଷରୁ ଅଧିକ ଧରି ଚାକିରୀ କରିଥିବା ଶିକ୍ଷକ ଅଧ୍ୟାପକଙ୍କ ଚାକିରୀ କାଳକୁ ବାଦ ଦେଇ ଏବେ ଠାରୁ ଗଣନା କରିବା ପାଇଁ ଯେଉଁ ଷଡଯନ୍ତ୍ର ଚାଲିଛି ତାହାକୁ ଦୃଢ ଭାବରେ ପ୍ରତିବାଦ କରିଛନ୍ତି ଶିକ୍ଷକ ।

   Related Posts