ଗୁରୁ ନାଁରେ କଳଙ୍କ - ଛାତ୍ରୀଙ୍କୁ ଅଶୀଳ୍ଲ ଭିଡିଓ ଦେଖାଇବା ସହ ଅସଦାଚରଣ ଅଭିଯୋଗରେ ନିଲମ୍ବିତ

Published By : Prameya-News7 Bureau | September 19, 2019 IST

ଖଇରା - ଅସଦାଚରଣ କରି ଶିକ୍ଷକ ନିଲମ୍ବିତ । ଘଟଣା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କଣ୍ଟାପଡା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ଅର୍ଜୁନ ସେଠୀଙ୍କ ବିରେ।ଧରେ ଅଭିଯେ।ଗ ଆଣିଛନ୍ତି କିଛି ଛାତ୍ରୀ ।


ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଅଶ୍ଳୀଳ ଟିକଟକ ଭିଡିଓଦେଖାଉଥିଲେ । ଘଟଣା ସମ୍ପର୍କରେ ସେମାନେ ଘରେ ଜଣାଇବା ପରେ ଅଭିଭାବକମାନେ ଖଇରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ । ବିଇଓଙ୍କ ତରଫରୁ ଏକ ୩ ଜଣିଆ ଅନୁଧ୍ୟାନ କମିଟି ବିଦ୍ୟାଳୟକୁ ଆସି ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ କାର୍ଯ୍ଯରୁ ନିଲମ୍ବନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.