ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ଆଜିଠୁ ଗାଁ ଗାଁ ବୁଲିବେ ଆନ୍ଦୋଳନରତ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ

17/09/2018 at 1:28 PM

ଭୁବନେଶ୍ୱର ୧୭/୯ : ଆଜିଠୁ ଗାଁ ଗାଁ ବୁଲିବେ ଆନ୍ଦୋଳନରତ ଶିକ୍ଷକ | ବ୍ଲକ ଓ ପଂଚାୟତ ସ୍ଥରରେ ଲୋକଙ୍କୁ ଲିଫଲେଟ ବାଣ୍ଟିବେ | ସେମାନଙ୍କ ଦାବି ସମ୍ପର୍କରେ ସଚେତନ କରାଇବେ | ଆଜିଠୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଧରି ଲିଫଲେଟ ବାଣ୍ଟି ଲୋକଙ୍କୁ ନିଜ ଦାବି ସମ୍ପର୍କରେ ସଚେତନ କରିବା ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ | ଗୁରୁବାର ରାଜଧାନୀରେ ହେବ ମହାସମାବେଶ | ବ୍ଲକ ଗ୍ରାଣ୍ଟ ଉଛେଦ, ପୁର୍ଣ ଅନୁଦାନ ଦାବିରେ ଆଜିକୁ ୩୨ ଦିନ ହେଲା ଲୋୟର ପିଏମଜିରେ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଧାରଣା ଜାରି ରହିଛି | ବାରମ୍ବାର ସରକାରଙ୍କ ସଂଗେ ଆଲୋଚନା ପରେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ | ଏଥର କିନ୍ତୁ ନଛୋଡବନ୍ଧା ମଞ୍ଚ | ଦାବି ପୂରଣ ନ ହେବ ପର୍ଯ୍ୟନ୍ତ ସ୍କୁଲକୁ ଫେରିବେ ନାହିଁ ବୋଲି ଅଡ଼ି ବସିଛି ମିଳିତ ମଞ୍ଚ |

   Related Posts