ଗୁରୁ ଶିଷ୍ଯ ପରମ୍ପରାରେ କଳଙ୍କ

Published By : Prameya-News7 Bureau | July 31, 2018 IST

ଗୁରୁ ଶିଷ୍ଯ ପରମ୍ପରାରେ କଳଙ୍କ । ଶିକ୍ଷାଦାନ ବଦଳରେ ଏକ ସରକାରୀ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଶିକ୍ଷକ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନଥା ପ୍ରସାଦ ଥାନା ବିଡିପୁର ଗ୍ରାମର ଉନ୍ନୀତ ବିଦ୍ୟାଳୟରେ । ବିଜ୍ଞାନ ଶିକ୍ଷକ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ରୀ ଙ୍କ ପାରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ବିଜ୍ଞାନ ଶିକ୍ଷକ ଭଞ୍ଜ କିସୋର ପରିଡାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.