Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||

କାର୍‌ରେ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରୁଥିଲେ ଶିକ୍ଷୟିତ୍ରୀ : ହେଲେ ଗିରଫ

17/12/2019 at 12:25 PM

ଜଣେ ଶିକ୍ଷୟିତ୍ରୀଙ୍କୁ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତ ହେବା ପରେ ୨୯ବର୍ଷ ବୟସ୍କା ଶିକ୍ଷୟିତ୍ରୀ ବ୍ରାଣ୍ଡି ଲିନଙ୍କୁ ଗିରଫ କରାଯାଇଛି। ତାଙ୍କୁ ୧୬ ଏବଂ ୧୮ବର୍ଷ ବୟସ୍କ ଦୁଇ ଜଣ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି।

ଏହି ଘଟଣାଟି ଘଟିଛି ଆମେରିକାର ଓକଲାହୋମାରେ। ଅଭିଯୁକ୍ତା ଶିକ୍ଷୟିତ୍ରୀ ଏବଂ ଚିୟରଲିଡିଙ୍ଗ୍ କୋଚ ଓକଲାହୋମାର ସଲ୍ଲିସାଁ ସ୍ଥିତ ସେଣ୍ଟ୍ରାଲ୍ ପବ୍ଲିକ୍ ସ୍କୁଲରେ ପଢ଼ାଉଥିଲେ। ଶିକ୍ଷୟିତ୍ରୀ ମଧ୍ୟ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ସେ କାରରେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

ଛାତ୍ରଙ୍କ କହିବା ଅନୁସାରେ ୨୦୧୭ମସିହାରୁ ୨୦୧୯ମସିହା ମଧ୍ୟରେ ସେ ଅନେକ ଥର ଶିକ୍ଷୟିତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ସିନିୟର ଛାତ୍ର କହିଥିଲେ ଯେ ୨୦୧୭ମସିହାରେ ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା।

ପ୍ରଥମେ ଶିକ୍ଷୟିତ୍ରୀ ସ୍ନାପଚାଟରେ ଛାତ୍ରଙ୍କ ସହ କଥା ହେଉଥିଲେ। ଏହି ଆପରେ ସେ ନ୍ୟୁଡ ଫଟୋ ମଧ୍ୟ ସେୟାର କରିଥିଲେ। ଜୁନିୟର ଛାତ୍ର କହିଥିଲେ ଯେ ଶିକ୍ଷୟିତ୍ରୀ ତାଙ୍କ ସହ କାରରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଘଟଣା ବିଷୟରେ ଜଣା ପଡ଼ିବା ପରେ ଶିକ୍ଷୟିତ୍ରୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡ ହୋଇପାରେ।

   Related Posts