Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଟିଚ୍ ଫର ସମ୍ବଲପୁର ଅଭିଯାନ

30/07/2018 at 2:53 PM

ଟିଚ୍ ଫର ସମ୍ବଲପୁର ଅଭିଯାନ । ସରକାରୀ ସ୍କୁଲରେ ଶିକ୍ଷାଦାନକୁ ବ୍ୟବସ୍ଥିତ କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ଯୋଜନା ଆରମ୍ଭ ହୋଇଛି । ମୋ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ସହରର ସବୁ ସରକାରୀ ସ୍କୁଲ୍ ରେ ନିକଟସ୍ଥ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଭିସୁଟ୍ ର ପ୍ରାୟ ୫ଶହ ଯୁବକ ଯୁବତୀ, ମାଗଣା ଶିକ୍ଷାଦାନ କରିବେ । ଗଣିତ, ବିଜ୍ଞାନ, ଇଂରାଜୀ ଶିକ୍ଷକଙ୍କ ଅଭାବ ପୂରଣ କରିବେ ଏମାନେ ।

   Related Posts