Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ପ୍ରଭୁ ରାମଚନ୍ଦ୍ରଙ୍କ ବେଶରେ ଟିଡିପି ସାଂସଦ ନାରାମାଲି ଶିବପ୍ରସାଦ

6/08/2018 at 11:09 AM

ସଂସଦ ପରିସରରେ ପ୍ରଭୁ ରାମଚନ୍ଦ୍ର । ରାମାୟଣର ପ୍ରଭୁ ରାମଚନ୍ଦ୍ରଙ୍କ ବେଶରେ ଟିଡିପି ସାଂସଦ ନାରାମାଲି ଶିବପ୍ରସାଦ । ଆନ୍ଧ୍ରକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସାଂସଦଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ଆଜି ମଧ୍ୟ ସଂସଦ ପରିସରରେ ଟିଡିପି ସାଂସଦମାନେ ଏକଜୁଟ ହୋଇ ପ୍ରତିବାଦ ଜଣାଇଥିଲେ । ସାଂସଦ ନାରାମାଲି ଶିବପ୍ରସାଦ ପ୍ରଭୁ ରାମଚନ୍ଦ୍ରଙ୍କ ଭଳି ବେଶଭୁଷା ହୋଇ ଦେହରେ ନୀଳ ରଙ୍ଗ, ହାତରେ ଧନୁ ତୀର ଧରି ସେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲେ । ଆଗରୁ ମଧ୍ୟ ସେ ଭିନ୍ନ ଭିନ୍ନ ବେଶରେ ଏଭଳି ଆସିଛନ୍ତି । କେତେବେଳେ ମ୍ୟାଜିସିଆନ, କେତେବେଳେ ମହିଳା, ପୁଣି କେତେବେଳେ ଲୁଗା ସଫା କରୁଥିବା ବ୍ୟକ୍ତି ଭାବେ ନିଜକୁ ସଜାଇ ପ୍ରତିବାଦ କରିଛନ୍ତି ।

   Related Posts