ବାଲେଶ୍ବରରେ ନିଶା ବ୍ୟବସାୟୀଙ୍କ ମାଡରେ ଅବକାରୀ କର୍ମଚାରୀ ଗୁରୁତର

Published By : Prameya-News7 Bureau | November 14, 2018 IST

ବାଲେଶ୍ବର ୧୪/୧୧: ବାଲେଶ୍ବରରେ ନିଶା ବ୍ୟବସାୟୀଙ୍କ ମାଡରେ ଅବକାରୀ କର୍ମଚାରୀ ଗୁରୁତର ହୋଇଛନ୍ତି। ୩ ଅବକାରୀ କର୍ମଚାରୀଙ୍କୁ ନିଶା ବ୍ୟବସାୟୀ ମାଡ ମାରିଛନ୍ତି। ରୁପ୍‌ସା କସିପଦା ନିକଟରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଅବକାରୀ କର୍ମଚାରୀଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନିଶା କାରବାର ଚାଲିଥିବା ବେଳେ ଚଢାଉ କରିବାକୁ ଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.