କ୍ରିକେଟ ଜଗତର ଏହି ୫ଜଣ ଖେଳାଳି ହେଉଛନ୍ତି ଟାଟୁପ୍ରେମୀ : ଜାଣନ୍ତୁ କିଏ?
20/07/2019 at 3:17 PM

ନୂଆଦିଲ୍ଲୀ ୨୦/୭: ଆଜି ଆମେ ଆପଣଙ୍କୁ କ୍ରିକେଟ ଜଗତର ଏପରି ୫ଜଣ ଖେଳାଳିଙ୍କ ବିଷୟରେ କହିବା ଯେଉଁମାନେ ଟାଟୁପ୍ରେମୀ । ଆସନ୍ତୁ ଜାଣିବା କିଏ ଏମାନେ

୧.ବିରାଟ କୋହଲି : ବିରାଟ କୋହଲି ଭାରତୀୟ ଟିମର ଅଧିନାୟକ। ବିରାଟ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି।

୨. ବେନ ଷ୍ଟୋକ୍ସ : ବେନ ଷ୍ଟୋକ୍ସ ଇଂଲଣ୍ଡ ଟିମର ଧୂଆଁଧାର ଅଲରାଉଣ୍ଡର ଖେଳାଳିଙ୍କ ମଧ୍ୟରୁ ଜଣେ। ବେନ ଟାଟୁ କରିବାକୁ ବହୁତ ଭଲ ପାଆନ୍ତି। ସେ ନିଜ ଶରୀରରେ ବାଘର ଟାଟୁ କରିଛନ୍ତି।

୩.କ୍ରିସ୍ ଗେଲ୍ : କ୍ରିସ୍ ଗେଲ୍ ମଧ୍ୟ ଟାଟୁ ପ୍ରିୟ।

୪.ଶିଖର ଧଓ୍ବନ : ଶିଖର ଧଓ୍ବନ ମଧ୍ୟ ଟାଟୁ କରିବାକୁ ଭଲ ପାଆନ୍ତି।

୫. କେଏଲ୍ ରାହୁଲ : ଭାରତୀୟ ଟିମରେ ଦମଦାର ବ୍ୟାଟସମ୍ୟାନ କହିଲେ କେଏଲ ରାହୁଲଙ୍କୁ ଜଣାଯାଏ। ତାଙ୍କୁ ମଧ୍ୟ ନିଜ ଶରୀରରେ ଟାଟୁ କରିବାକୁ ବହୁତ ଭଲ ଲାଗେ।