Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

TATA ମୋଟର୍ସ ଲଞ୍ଚ କଲେ ‘ଇଣ୍ଡିଆ କି ଦୁସରୀ ଦିୱାଲୀ’ କ୍ୟାମ୍ପେନ, SCV କ୍ରୟ ଉପରେ ଦେଉଛନ୍ତି ଆକର୍ଷଣୀୟ ଉପହାର

19/11/2020 at 9:06 PM

ଭୁବନେଶ୍ୱର ୧୯।୧୧:  କରୋନା ଭାଇରସ ମହାମାରୀ ଦେଶରେ ଦିପାବଳୀର ଉତ୍ସାହକୁ ଫିକା କରିଦେଇଛି। ତେବେ ଟାଟା ମୋଟର୍ସ ଲୋକଙ୍କ ଉତ୍ସାହ ଫେରାଇ ଆଣିବାକୁ ସାରା ଦେଶରେ ଆରମ୍ଭ କରିଛନ୍ତି ‘ଇଣ୍ଡିଆ କି ଦୁସରୀ ଦିୱାଲୀ’ କ୍ୟାମ୍ପେନ୍। ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଭାରତୀୟଙ୍କ ଲାଗି ଦିପାବଳୀ ଏକ ସ୍ମରଣୀୟ ଉତ୍ସବ। ଦୀପ ଆଲୋକରେ ଘର ସଜାଇବା ସହ ଲୋକେ ଏହି ପାର୍ବଣ ଅବସରରେ ନୂଆ ଯାନବାହନ ମଧ୍ୟ କ୍ରୟ କରନ୍ତି। ଖାସ ଏପରି ଇଛା ରଖୁଥିବା ଲୋକଙ୍କ ଲାଗି ଟାଟାମୋଟର୍ସ ଦେଶରେ ଦ୍ୱିତୀୟ ଦିପାବଳୀ କାର୍ଯ୍ୟକ୍ରମ ଆଣିଛନ୍ତି। ସ୍ମଲ କମର୍ସିଆଲ ଭେଇକିଲ (ଏସ୍‌ସିଭି) କିଣିବାକୁ ଆଗ୍ରହୀ କ୍ରେତାଙ୍କ ଲାଗି ଏହି ଅବସରରେ ଟାଟା ମୋଟର୍ସ ଆକର୍ଷଣୀୟ ଉପହାର ଦେଉଛନ୍ତି।

ଲକି ଡ୍ରରେ ଗ୍ରାହକଙ୍କୁ ଏହି ଉପହାର ପ୍ରଦାନ କରାଯାଉଥିବା ବେଳେ ପ୍ରତି କ୍ରେତାଙ୍କୁ କିଛି ନା କିଛି ନିଶ୍ଚିତ ଉପହାର ମିଳୁଛି। ଯେଉଁଥିରେ ଗ୍ରାହକଙ୍କୁ ୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଗୋଲ୍ଡ ଭାଉଚର ସାଙ୍ଗକୁ ଏଲଇଡି ଟିଭି, ୱାସିଂ ମେସିନ, ମୋବାଇଲ ଫୋନ ଓ ଫୁଏଲ ଭାଉଚର ଆଦି ପ୍ରଦାନ କରାଯାଉଛି। ଭାରତରେ ଟାଟା ପ୍ରାୟ ୧୫ ବର୍ଷ ପୂର୍ବେ  ଲୋକପ୍ରିୟ ଏସସିଭି ଟାଟା ଏସି ଲଞ୍ଚ କରିଥିଲେ। ଏହି ଅବସରକୁ ସ୍ମରଣୀୟ କରିବା ଲାଗି ଚଳିତ ବର୍ଷ ଏହି କ୍ୟାମ୍ପେନ୍‌ ଚଳାଇଛନ୍ତି ଟାଟା।

ଟାଟା ମୋଟର୍ସଙ୍କ କମର୍ସିଆଲ ଭେଇକିଲ ୟୁନିଟର ସେଲସ୍ ଏଣ୍ଡ ମାର୍କେଟିଂ ଉପାଧ୍ୟକ୍ଷ ରାଜେଶ କାଉଲ ଏହି ଅବସରରେ ଟାଟାଙ୍କ ଦୁସରୀ ଦିୱାଲୀ କ୍ୟାମ୍ପେନ ସମ୍ପର୍କରେ ସୂଚିତ କରିଥିଲେ। ଟାଟାଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ ନୁହେଁ। ଗତବର୍ଷ ଦିପାବଳୀ ଅବସରରେ ମଧ୍ୟ ଟାଟା ଏହି କ୍ୟାମ୍ପେନ୍‌ ହାତକୁ ନେଇଥିବା ବେଳେ ବେଶ ଲୋକପ୍ରୀୟତା ଅର୍ଜନ କରିଥିଲା ବୋଲି କହିଛନ୍ତି। ଚଳିତବର୍ଷ ମଧ୍ୟ ଲୋକେ ଦୁସରୀ ଦିୱାଲୀ ବେଶ୍ ଧୁମଧାମରେ ପାଳିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କାଉଲ।

   Related Posts