ନଦୀରେ ଭାସିଗଲା ଟାଟା ମ୍ୟାଜିକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | August 13, 2019 IST

କଳାହାଣ୍ଡି ୧୩|୮: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ନଦୀରେ ଜଳସ୍ତର ବଢିଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ମୋହନଗିରୀ ନିକଟସ୍ଥ କାଳୀଗଗାଂ ନଦୀରେ ଭାସି ଯାଇଛି ଟାଟା ମ୍ୟାଜିକ ଗାଡି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଅଭୟ ରଣା । ଟାଟା ମ୍ୟାଜିକ ଗାଡିଟି ବାଲିଗୁଡାରୁ ମଦନପୁର ରାମପୁରକୁ ଫେରୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.