ବିଦ୍ୟୁତ ତାର ଲାଗି ଜଳିଗଲା ଗାଡି

Published By : Prameya-News7 Bureau | March 26, 2019 IST

ଭଣ୍ଡାରୀପୋଖରୀ ୨୬|୩: ଜଳି ଗଲା ଛଣ ବୋଝେଇ ଟାଟା ମେଜିକ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ରହଣିଆ ଲକ୍ଷ୍ମୀବଜାର ନିକଟରେ ଗାଡିଟି ଜଳିଯାଇଛି ।

{"id":97230}

ନିକଟ ଗାଁ ରୁ ଛଣ ନେଇ ଆସୁଥିବା ବେଳେ ଲକ୍ଷ୍ମୀବଜାର ନିକଟ ରେ ଓହଳିଥିବା ବିଦ୍ୟୁତ ତାର ଲାଗିଯିବାରୁ ଛଣ ବୋଝେଇ ଗାଡିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଗାଡି ଟି ସମ୍ପୂର୍ଣ ଭାବେ ଜଳିଯାଇଛି । ଭଣ୍ଡାରୀପୋଖରୀ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.