Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଗତସିଂହପୁର ହାଜିପୁର ନିକଟରେ ଦୁର୍ଘଟଣା ; ଟାଟା ମ୍ୟାଜିକ ଧକ୍କାର ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

3/06/2018 at 7:01 AM

ଜଗତସିଂହପୁର ହାଜିପୁର ନିକଟରେ ଦୁର୍ଘଟଣା ; ଟାଟା ମ୍ୟାଜିକ ଧକ୍କାର ଅଷ୍ଟମ ଶ୍ରେଣୀ ଛାତ୍ର ମୃତ
ଟିଉସନ ଯାଉଥିବା ବେଳେ ତାଙ୍କୁ ଟାଟା ମ୍ୟାଜିକ ଧକ୍କା ଦେଇଥିଲା
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି
କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ

Leave a Reply

   Related Posts