ଗାଈକୁ ଧକ୍କା ଦେଇ ଗଛରେ ପିଟି ହେଲା ଟାଟା ଏସିଇ ; ଜଣେ ମୃତ ଜଣେ ଗୁରୁତର
14/06/2018 at 11:37 AM

ଖୋର୍ଦ୍ଧା ବଲାଙ୍ଗୀର NHରେ ବୁଗୁଡ଼ା କଲୋନୀରେ ଦୁର୍ଘଟଣା
ଗାଈକୁ ଧକ୍କା ଦେଇ ଗଛରେ ପିଟି ହେଲା ଟାଟା ଏସିଇ
ଦୁର୍ଘଟଣାରେ ଗାଈର ମୃତ୍ୟୁ ହୋଇଛି
ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି