Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଦୁଇ ଯୁବକଙ୍କ ଉପରେ ଚଢ଼ିଗଲା ଟାଟା ଏସି, ଜଣେ ମୃତ, ଜଣେ ଗୁରୁତର

4/08/2019 at 9:50 AM

ନୀଳଗିରି ୪/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବେଗୁନିଆ ପଞ୍ଚାୟତ କୁସନପୁର ଅଂଚଳରେ ଦୁଇଜଣ ଯୁବକ ଗତକାଲି ରାତ୍ରରେ ରାସ୍ତା କଡରେ ଛିଡ଼ାହୋଇଥିବାବେଳେ ଏକ ଟାଟା ଏସି ଗାଡି ଦ୍ରୁତଗତିରେ ଆସି ଚଢିଯାଇଛି।ଫଳରେ  ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି।

ମୃତକ ହେଲେ କୁସନପୁର ଗ୍ରାମର ହରିମୋହନ ସିଂ,ଗୁରୁତର ହରିଆ ସିଂ । ଉଭୟଙ୍କୁ ବାଲେଶ୍ଵର ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ହରିମୋହନଙ୍କ ମୃତ୍ୟୁ ଘଟିଛି। ତେବେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା  ଗାଡିଟିକୁ ମଧ୍ୟ ରାତ୍ରରେ ପୋଡ଼ିଦେଇଛନ୍ତି। ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।ଘଟଣା ସ୍ଥଳକୁ ନୀଳଗିରି ପୋଲିସ ଯାଇ ତଦନ୍ତ କରିଛି।

   Related Posts