Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ ତାରା

21/07/2020 at 7:20 PM

ଭୁବନେଶ୍ବର୨୧/୭: କୋଭିଡ ପରିଚାଳନା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରାବାହିନୀପତି। ସେ କହିଛନ୍ତି ଯେ, ପରିଚାଳନାରେ ସମ୍ପୂର୍ଣ ତ୍ରୁଟି ରହିଛି । ଗଞ୍ଜାମ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା। ଯେତେବେଳେ ବାହାରୁ ଶ୍ରମିକ ଆସିଲେ ସେତେବେଳେ ପରୀକ୍ଷା ଠିକ ଭାବେ ହୋଇଥିଲେ ଏପରି ଅସୁବିଧା ହୋଇ ନଥାନ୍ତା। କ୍ୱାରେଣ୍ଟାଇନ ନିୟମ ଠିକ  ଭାବେ ହୋଇଥିଲେ ସ୍ଥିତି ଏପରି ଉପୁଜିନଥାନ୍ତା। ଚିକିତ୍ସା ବଦଳରେ କେବଳ ସଚେତନ ଓ କିଟ କିଣିବାରେ ବ୍ୟସ୍ତ ରହିଲେ ସରକାର। ଚିକିତ୍ସାକୁ ଗୁରୁତ୍ୱ ଦେଲେନି। ଲୋକ କିପରି କାମ ପାଇବେ ତାହାର ବି ଚିନ୍ତା ନାହିଁ।  ସୁସ୍ଥ ସଂଖ୍ୟା ଅଧିକ ଦେଖାଇବା ପାଇଁ ରାଜ୍ୟ ସରକାର ଯେଉଁମାନଙ୍କର ପଜିଟିଭ୍ ନାହିଁ, ନଥାଉଛି ସେମାନଙ୍କୁ ନେଇ ଛାଡି ଦେଉଛନ୍ତି।ଯାହାକି କୋଭିଡ ନିୟମର ଉଲଂଘନ ହେଉଛି ବୋଲି ଅଭିଯୋଗ କରିଛନ୍ତି ତାରା।

   Related Posts