୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଫାଣ୍ଡି ଅଧିକାରୀ

Published By : Prameya-News7 Bureau | June 28, 2019 IST

ଅନୁଗୁଳ ୨୮|୬: ଅନୁଗୁଳ ଭିଜିଲାନ୍ସ ଜାଲରେ ଟାପଡୋଲ ଫାଣ୍ଡି ଅଧିକାରୀ । ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଫାଣ୍ଡି ଅଧିକାରୀ ଗଜେନ୍ଦ୍ର ବେହେରା । ଏକ ଗଣ୍ଡଗୋଳ ମାମଲାରେ ଦଫା କୋହଳ କରିବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କନ୍ତପଡା ଗାଁର ଜଗନ୍ନାଥ ବେହେରାଙ୍କ ଠାରୁ ସେ ଏହି ଟଙ୍କା ନେଉଥିଲେ । ଜଗନ୍ନାଥଙ୍କ ପୁଅ ଏକ ଗଣ୍ଡଗୋଳ ମାମଲାରେ ଫସିଥିବା ବେଳେ ତାକୁ ରଫାଦଫା କରିବା ପାଇଁ ଏହି ଲାଞ୍ଚ ନେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.