Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଚର୍ଚ୍ଚାରେ ପୁଣି କିଲି ପଲ୍, ବିଜ୍ଲୀ ଗୀତରେ କରୁଛନ୍ତି ଜବରଦସ୍ତ ଡ୍ୟାନ୍ସ

8/12/2021 at 10:51 AM

ନୂଆଦିଲ୍ଲୀ ୦୮/୧୨: ତାଞ୍ଜାନିଆର କିଲି ପଲ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରାୟତଃ ନିଜ ଭଉଣୀ ସହିତ ବଲିଉଡ ଗୀତରେ ଲିପସିଙ୍ଗ୍ କରୁଥିବା ଦେଖାଯାଏ। ସେ ତାଙ୍କର ଏହି ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରନ୍ତି। ବର୍ତ୍ତମାନ ସେ ତାଙ୍କର ଆଉ ଏକ ନୂଆ ପ୍ରଦର୍ଶନ ଦେଖାଇଛନ୍ତି। କିଲ ପଲ୍ ତାଙ୍କର ଏପରି ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଭିଡିଓରେ ଦେଖାଯାଇଛି ଯେ କିଲି ପଲ୍ ‘ବିଜଲି ବିଜଲି’ ଗୀତରେ ଧମାକାଧାର ଡ୍ୟାନ୍ସ କରିଛନ୍ତି। ସେ ସିଗ୍ନେଚର୍ ଷ୍ଟେପକୁ ପୁରା କପି କରିଛନ୍ତି। ଗୀତରେ ନାଚିବାବେଳେ କିଲି କମାଲ୍ ଏକ୍ସପ୍ରେସନ୍ ଦେଇଛନ୍ତି। ତାଙ୍କ ଏହି ଭିଡିଓକୁ ବହୁତ ଲାଇକ୍ ଏବଂ ସେୟାର କରାଯାଉଛି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ସେ ହାର୍ଡି ସନ୍ଧୁ, ପଲକ ତିୱାରୀ ଏବଂ ବି ପ୍ରାକଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୨,୦୦୦ ରୁ ଅଧିକ ଲୋକ ଦେଖିଛନ୍ତି।

   Related Posts