Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ପୁଣି ବଲିଉଡକୁ ଫେରିବେ କି ତନୁଶ୍ରୀ ଦତ୍ତା? ୧୫ କେଜି ଓଜନ କମାଇବା ପରେ ଲୁକ୍ ଭାଇରାଲ୍

12/03/2021 at 1:55 PM

ମୁମ୍ବାଇ ୧୨/୦୩: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣି ଥରେ କମବ୍ୟାକ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଯାହା ତାଙ୍କ ଭିଡିଓ ଦେଖିଲେ ଜଣାପଡୁଛି । ବାସ୍ତବରେ, ତନୁଶ୍ରୀ ଦତ୍ତା ଏକ ମିଟିଂ ପାଇଁ ଅନ୍ଧେରି ଯାଇଥିଲେ ଯେଉଁଠାରେ ସେ ସ୍ଲିମ୍ ଫିଟ୍ ନଜର ଆସିଛନ୍ତି ।  ତନୁଶ୍ରୀ ତାଙ୍କର ପ୍ରଥମ ଫିଲ୍ମରେ ନିଜର ବୋଲ୍ଡନେସ୍ ଏବଂ ସୁନ୍ଦରତାରେ ଲୋକମାନଙ୍କ ହୃଦୟ ଜିତିପାରିଥିଲେ ।  କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ସେ ଏତେ ବଦଳିଯାଇଥିଲେ ଯେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡିଥିଲା । ତନୁଶ୍ରୀଙ୍କ ୧୫ କେଜି ଓଜନ ବଢିଯାଇଥିଲା । ନିଜର ଓଜନ କମାଇବା ପାଇଁ ତନୁଶ୍ରୀ କଠିନ ପରିଶ୍ରମ କରିଛନ୍ତି । ଯାହାର ଫଳାଫଳ ତାଙ୍କ ଭିଡିଓରେ ଦେଖାଯାଇଛି ।

Vivek Agnihotri refutes Tanushree Dutta's allegations: Lawyer | Celebrities  News – India TV

ଏହି ଭିଡିଓରେ ତନୁଶ୍ରୀ ଏକ ବ୍ଲାକ୍ ଡ୍ରେସ୍ ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି  । ତନୁଶ୍ରୀ ପୂର୍ବ ପରି ଦେଖାଯାଉଛନ୍ତି । ସିନେମା ଜଗତକୁ ବିଦାୟ ଦେଇଥିବା ତନୁଶ୍ରୀ ଏବେ ପୁଣିଥରେ ବଲିଉଡକୁ ଫେରୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।

Remember Tanushree Dutta? This is what she is up to now - Movies News

୨୦୦୫ ରେ ଫିଲ୍ମ ‘ଆଶିକ୍ ବନାୟା ଆପନେ’ ରୁ ଡେବ୍ୟୁ କରିଥିବା ତନୁଶ୍ରୀ ଦତ୍ତା ବଲିଉଡକୁ ଅନେକ ଫିଲ୍ମ ଦେଇଛନ୍ତି । ସେ ‘ଚକୋଲେଟ୍’, ‘ରକିବ’, ‘ଢୋଲ’ ଭଳି ଫିଲ୍ମରେ ନଜର ଆସିଥିଲେ, କିନ୍ତୁ କିଛି ଦିନ ହେବ ସେ ଇଣ୍ଡଷ୍ଟ୍ରିରୁ ଦୂର ହୋଇଯାଇଥିଲେ ।

   Related Posts