Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ମୃତକଙ୍କୁ ଜୀବିତ କରିବାକୁ ଗୁଣିଆର ଝଡାଫୁଙ୍କା : ସାପ କାମୁଡିବା କାରଣରୁ ହୋଇଥିଲା ମୃତ୍ୟୁ

23/06/2019 at 9:49 AM

ବରଗଡ଼ ୨୩/୬: ପଦ୍ମପୁର ଉପଖଣ୍ଡ ଟାଲପାଲି ପଂଚାୟତ ଚାଙ୍ଗରିଆ ଗାଁର ସପ୍ତଶିଳା ଭୋଇ ନାମକ ଜଣେ ମହିଳାଙ୍କୁ ରାତିରେ ଘରେ ଶୋଇଥିବାବେଳେ ଗୋଟେ ସାପ କାମୁଡି ଦେଇ ଥିବା ବେଳେ ଘର ଲୋକ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଶବକୁ ବ୍ୟବଛେଦ ପାଇଁ ପଠେଇ ଥିବା ବେଳେ ମୃତ୍ୟୁ ପରେ ମଧ୍ୟ ୩ ଦିନ ଯାଏ ଜୀବନ ଫେରି ପାରିବ ବୋଲି ବିଶ୍ବାସ କରି ତନ୍ତ୍ର ମନ୍ତ୍ରର ସାହାରା ନେଇ ଥିଲେ ଘର ଲୋକ। କିଛି ସମୟ ତନ୍ତ୍ର ମନ୍ତ୍ର କଲା ପରେ ଆଗରୁ ଆଣି ଥିଲେ ବଂଚି ପାରି ଥାନ୍ତେ ବୋଲି କହି ଥିଲା ତାନ୍ତ୍ରିକ। ଅନ୍ଧ ବିଶ୍ବାସ ଏବଂ ତନ୍ତ୍ର ମନ୍ତ୍ର କବଳରେ ପଡି ଆଜି ମଧ୍ୟ ଲୋକେ ଜୀବନ ହାରୁଛନ୍ତି। ଲୋକଙ୍କ ପାଇଁ ସଚେତନତା ନିତାନ୍ତ ଜରୁରୀ।

   Related Posts