Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଜାପାନରେ ଲଞ୍ଚ ହେବ ପାଣିରେ ଚାଲୁଥିବା ଭାରତୀୟ ଇଞ୍ଜିନ୍ : ଜାଣନ୍ତୁ କାରଣ

17/05/2019 at 10:46 AM

କୋୟମ୍ବାଟୁର ୧୭/୫: ଆମେ ସମସ୍ତେ ପେଟ୍ରୋଲ୍,ଡିଜେଲ୍ ଏବଂ ବିଜୁଳିରେ ଚାଲୁଥିବା ଇଞ୍ଜିନ୍ ବିଷୟରେ ଜାଣିଛୁ। କିନ୍ତୁ ଆପଣ ପାଣିରେ ଚାଲୁଥିବା ଇଞ୍ଜିନ୍ ବିଷୟରେ ଜାଣିଛନ୍ତି କି? ଏହାର ଆବିଷ୍କାର ହୋଇ ସାରିଛି। ମେକାନିକାଲ୍ ଇଞ୍ଜିନିୟର ଏସ୍ କୁମାରସ୍ବାମୀ ତାମିଲନାଡ଼ୁର କୋୟମ୍ବାଟୁରରେ ଏକ ଏପରି ଇଞ୍ଜିନ୍ ଆବିଷ୍କାର କରିଛନ୍ତି ଯାହା ଡିଷ୍ଟିଲଡ ଓ୍ବାଟରରେ ଚାଲିଥାଏ। ଏହି ଇଞ୍ଜିନ୍ ବିଷୟରେ କେତେକ ବିଶେଷ ତଥ୍ୟ ବିଷୟରେ ଜାଣିବା

ଏହି ଇଞ୍ଜିନ୍ ଏକ ବିଶେଷ ଧରଣର ଇଞ୍ଜିନ୍। ଏହା ଇକୋ ଫ୍ରେଣ୍ଡଲି କାରଣ ଏହା ଇନ୍ଧନ ଭାବରେ ହାଇଡ୍ରୋଜେନ୍ ବ୍ୟବହାର କରିଥାଏ ଏବଂ ଅକ୍ସିଜେନ୍ ଛାଡ଼ିଥାଏ।

ଭାରତ ବଦଳରେ ଜାପାନରେ ଏହି ଇଞ୍ଜିନକୁ ଲଞ୍ଚ କରାଯିବ। ପ୍ରଶାସନିକ ଉଦାସୀନତା ପାଇଁ ଇଞ୍ଜିନିୟର କୁମାରସ୍ବାମୀ ଏହାକୁ ଜାପାନରେ ଲଞ୍ଚ କରିବେ। ତାଙ୍କ କହିବାନୁସାରେ ଏହି ଇଞ୍ଜିନକୁ ପ୍ରସ୍ତୁତ କରିବାକୁ ୧୦ବର୍ଷ ସମୟ ଲାଗିଥିଲା। ସେ ଏହି ଇଞ୍ଜିନକୁ ଭାରତରେ ଲଞ୍ଚ କରିବାକୁ ଭାବିଥିଲେ। ଏଥିପାଇଁ ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଶାସନିକ କାର୍ଯ୍ୟାଳୟର ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ ତାଙ୍କ ନିଜ ଦେଶରେ ସକରାତ୍ମକ ଉତ୍ତର ମିଳିନଥିଲା।  ଏନେଇ ଜାପାନ ସରକାର ଆଗ୍ରହ ପ୍ରକାଶ କରିବାରୁ ସେ ଜାପାନରେ ଏହାକୁ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ।    

   Related Posts