Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଜି ତଲାକି ମହିଳା ସହାୟତା ସମିତି ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା

7/02/2019 at 8:44 AM

ଭୁବନେଶ୍ବର ୭|୨: ଆଜି ତଲାକି ମହିଳା ସହାୟତା ସମିତି ପକ୍ଷରୁ ଲୋୟର ପିଏମଜିରେ ଧାରଣା । ରାଜ୍ୟରେ ଥିବା ତଲାକି ମହିଳାମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଦିର୍ଘଦିନ ହେଲା ଦାବି ହେଉଥିବା ବେଲେ  ସରକାର ଏଯାଏ କୌଣଷି  ପଦକ୍ଷେପ ନେଉନାହାନ୍ତି । ରାଜ୍ୟରେ ରହିଛନ୍ତି ୨୮୦୦ ତଲାକି ମହିଳା । ଏହି ମହିଳା ମାନଙ୍କୁ  ଭତ୍ତା ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ  ୨୦୧୪ ମସିହା ପର୍ଯ୍ୟନ୍ତ ସରକାର ସେମାନଙ୍କ ମଧ୍ୟରୁ ୬୧୬ଜଣ  ମହିଳା ଭତ୍ତା ପ୍ରଦାନ କରୁଥିଲେ ।   ତେବେ ୨୦୧୪ ମାର୍ଚ୍ଚ ପରେ ସେମାନଙ୍କୁ ସେହି ଭତ୍ତାରୁ ବଞ୍ଚିତ କରାଯାଇଛି । ଏହାକୁ ବିରୋଧ କରି ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ତଲାକି ମହିଳା ସହାୟତା ସମିତିର ସଭ୍ୟା ମାନେ ।

   Related Posts