ଆଜି ତଲାକି ମହିଳା ସହାୟତା ସମିତି ପକ୍ଷରୁ ଲୋୟର ପିଏମ୍‌ଜିରେ ଧାରଣା

Published By : Prameya-News7 Bureau | February 07, 2019 IST

ଭୁବନେଶ୍ବର ୭|୨: ଆଜି ତଲାକି ମହିଳା ସହାୟତା ସମିତି ପକ୍ଷରୁ ଲୋୟର ପିଏମଜିରେ ଧାରଣା । ରାଜ୍ୟରେ ଥିବା ତଲାକି ମହିଳାମାନଙ୍କୁ ଭତ୍ତା ପ୍ରଦାନ ପାଇଁ ଦିର୍ଘଦିନ ହେଲା ଦାବି ହେଉଥିବା ବେଲେ  ସରକାର ଏଯାଏ କୌଣଷି  ପଦକ୍ଷେପ ନେଉନାହାନ୍ତି । ରାଜ୍ୟରେ ରହିଛନ୍ତି ୨୮୦୦ ତଲାକି ମହିଳା । ଏହି ମହିଳା ମାନଙ୍କୁ  ଭତ୍ତା ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ  ୨୦୧୪ ମସିହା ପର୍ଯ୍ୟନ୍ତ ସରକାର ସେମାନଙ୍କ ମଧ୍ୟରୁ ୬୧୬ଜଣ  ମହିଳା ଭତ୍ତା ପ୍ରଦାନ କରୁଥିଲେ ।   ତେବେ ୨୦୧୪ ମାର୍ଚ୍ଚ ପରେ ସେମାନଙ୍କୁ ସେହି ଭତ୍ତାରୁ ବଞ୍ଚିତ କରାଯାଇଛି । ଏହାକୁ ବିରୋଧ କରି ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ତଲାକି ମହିଳା ସହାୟତା ସମିତିର ସଭ୍ୟା ମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.