ମୁମ୍ବାଇ୪|୨: ଇଣ୍ଟରନେଟ ସେନ୍ସେସନ ତୈମୁର ଅଲ୍ଲୀ ଖାନଙ୍କର ଏକ ଲେଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ସୈଫ ଅଲ୍ଲୀ ଖାନ ଓ କରୀନା କପୁରଙ୍କୁ ପୁଅ ତୈମୁର ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।
wp:core-embed/instagram {"url":"https://www.instagram.com/p/B8Gx7WzFX1y/","type":"rich","providerNameSlug":"instagram","className":""} /wp:core-embed/instagramଷ୍ଟାର କିଡ ଭାବେ ବେଶ୍ ଚର୍ଚ୍ଚାରେ ରହୁଥିବା ତୈମୁରଙ୍କର ଏହି ଭିଡିଓରେ ସେ ବେଶ ନାଚୁଥିବାର ଦେଖାଯାଇଛନ୍ତି। ବଲିଉଡ୍ ବେବୋ କରିନା କପୁର ଖାନଙ୍କ ଭାଇ ଅରମାନ ଜୈନଙ୍କ ବିବାହର ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପୁରା କପୁର ଓ ଖାନ ପରିବାର ଏନ୍ଜଏ କରୁଛନ୍ତି। କରୀନା ଓ ଶୈଫଙ୍କ ସହ ତୈମୁରଙ୍କୁ ଖୁବ ଧୁମ୍ଧାମ୍ରେ ନାଚିବାର ଦେଖିବାକୁ ମିଳିଥିଲା। ବାରାତରେ ତୈମୁର ପିତା ସୈଫଙ୍କ କାନ୍ଧ ଉପରେ ବସି ଖୁବ୍ ନାଚିଛନ୍ତି।
wp:core-embed/instagram {"url":"https://www.instagram.com/p/B8I-Us1lPKp/","type":"rich","providerNameSlug":"instagram","className":""} /wp:core-embed/instagramବ୍ଲୁ କଲର କୁର୍ତ୍ତା ସାଙ୍ଗକୁ ହ୍ବାଇଟ କଲର ପାଇଜାମାରେ ନଜର ଆସିଛନ୍ତି ତୈମୁର। ଏହି ବିବାହର କିଛି ଫଟୋ ମଧ୍ୟଏବେ ସୋସିଆଲ ମିହିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। କରୀନା ହଳଦିଆ ଶାଢିରେ ବହୁତ ସୁନ୍ଦର ଲାଗୁଛନ୍ତି।
wp:core-embed/instagram {"url":"https://www.instagram.com/p/B8H1ph8lawO/","type":"rich","providerNameSlug":"instagram","className":""} /wp:core-embed/instagramତେବେ ବିବାହକୁ ଯିବା ପୂର୍ବରୁ ଟ୍ରାଡିସ୍ନାଲ ଗେଟ୍ଅପ୍ରେ ତୈମୁରଙ୍କ ସହ ଏକ ଫଟୋଶୁଟ୍ କରିଥିଲେ କରୀନା। ସୋସିଆଲ ମିଡିଆରେ ଏହା ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ବିବାହର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି।
wp:core-embed/instagram {"url":"https://www.instagram.com/p/B8Ic0zrBrG6/","type":"rich","providerNameSlug":"instagram","className":""} /wp:core-embed/instagram