Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ସୈଫଙ୍କ କାନ୍ଧ ଉପରେ ବସି ଖୁବ୍‌ ନାଚିଲେ ତୈମୁର…ଭିଡିଓ ଭାଇରାଲ

4/02/2020 at 3:00 PM

ମୁମ୍ବାଇ୪|୨: ଇଣ୍ଟରନେଟ ସେନ୍‌ସେସନ ତୈମୁର ଅଲ୍ଲୀ ଖାନଙ୍କର ଏକ ଲେଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ସୈଫ ଅଲ୍ଲୀ ଖାନ ଓ କରୀନା କପୁରଙ୍କୁ ପୁଅ ତୈମୁର ଅଧିକାଂଶ ସମୟ ଚର୍ଚ୍ଚାରେ ରୁହନ୍ତି।

ଷ୍ଟାର କିଡ ଭାବେ ବେଶ୍‌ ଚର୍ଚ୍ଚାରେ ରହୁଥିବା ତୈମୁରଙ୍କର ଏହି ଭିଡିଓରେ ସେ ବେଶ ନାଚୁଥିବାର ଦେଖାଯାଇଛନ୍ତି। ବଲିଉଡ୍‌ ବେବୋ କରିନା କପୁର ଖାନଙ୍କ ଭାଇ ଅରମାନ ଜୈନଙ୍କ ବିବାହର ଏମିତି ଅନେକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପୁରା କପୁର ଓ ଖାନ ପରିବାର ଏନ୍‌ଜଏ କରୁଛନ୍ତି। କରୀନା ଓ ଶୈଫଙ୍କ ସହ ତୈମୁରଙ୍କୁ ଖୁବ ଧୁମ୍‌ଧାମ୍‌ରେ ନାଚିବାର ଦେଖିବାକୁ ମିଳିଥିଲା। ବାରାତରେ ତୈମୁର ପିତା ସୈଫଙ୍କ କାନ୍ଧ ଉପରେ ବସି ଖୁବ୍‌ ନାଚିଛନ୍ତି।

View this post on Instagram

Family Matters 💖 #weddingtime @therealkarismakapoor

A post shared by Kareena Kapoor Khan (@therealkareenakapoor) on

ବ୍ଲୁ କଲର କୁର୍ତ୍ତା ସାଙ୍ଗକୁ ହ୍ବାଇଟ କଲର ପାଇଜାମାରେ ନଜର ଆସିଛନ୍ତି ତୈମୁର। ଏହି ବିବାହର କିଛି ଫଟୋ ମଧ୍ୟଏବେ ସୋସିଆଲ ମିହିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। କରୀନା ହଳଦିଆ ଶାଢିରେ ବହୁତ ସୁନ୍ଦର ଲାଗୁଛନ୍ତି।

View this post on Instagram

#armaankishaadi ❤️❤️❤️

A post shared by Kareena Kapoor Khan (@therealkareenakapoor) on

ତେବେ ବିବାହକୁ ଯିବା ପୂର୍ବରୁ ଟ୍ରାଡିସ୍‌ନାଲ ଗେଟ୍‌ଅପ୍‌ରେ ତୈମୁରଙ୍କ ସହ ଏକ ଫଟୋଶୁଟ୍‌ କରିଥିଲେ କରୀନା। ସୋସିଆଲ ମିଡିଆରେ ଏହା ଅପଲୋଡ ହେବା ପରେ ଏବେ ଭାଇରାଲ ହେବାରେ ଲାଗିଛି। ବିବାହର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି।   

   Related Posts