ପାର୍ଟିରେ ତୈମୁରଙ୍କ ରାସ୍ତା ବ୍ଲକ କରିଥିବାରୁ କହିଲେ “ଏକ୍ସକ୍ୟୁଜମି”

Published By : Prameya-News7 Bureau | October 21, 2019 IST

ମୁମ୍ବାଇ୨୧|୧୦: ଇଣ୍ଟରନେଟ ସେନ୍‌ସେସନ ତୈମୁର ଅଲ୍ଲୀ ଖାନଙ୍କର ଏକ ଲେଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ସୈଫ ଅଲ୍ଲୀ କାନ ଓ କରୀନା କପୁରଙ୍କୁ ପୁଅ ତୈମୁର ଇଶା ଦେଓଲଙ୍କ ଝିଅ ରାଧ୍ୟାଙ୍କ ବର୍ଥଡେ ପାର୍ଟିରେ ସାମିଲ ହୋଇଥିଲେ। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ତୈମୁରଙ୍କ ଫଟୋ ଉଠାଇବା ପାଇଁ ଅନେକ ଲୋକ କ୍ୟାମେରା ସହ ଥିଲେ। ତେବେ ଭିଡ ହୋଇଥିବାରୁ ସେହିସମୟରେ ତୈମୁର ଏମିତି ରିଆକ୍ସନ ଦେଇଥିଲେ ଯେଉଁଥିପାଇଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

{"id":172776}

ଏହି ପାର୍ଟିରେ ପେପରାଜି ବହୁତ ଆନନ୍ଦ ସହକାରେ ତୈମୁରଙ୍କ ଫଟୋ ଉଠାଉଥିଲେ। ରାସ୍ତା ବ୍ଲକ ହୋଇଥିବାରୁ ତୈମୁର ଏକ୍ସକ୍ୟୁଜ ମି କହିଥିଲେ। ତୈମୁରଙ୍କ ଅନ୍ଦାଜ ଖୁବ କ୍ୟୁଟ ଥିଲା। ଜନ୍ମ ହେବା ପରଠୁ ତୈମୁର ଲାଇମ୍‌ଲାଇଟ୍‌ରେ ରହିଆସିଛନ୍ତି। ଏତିକି ବୟସରେ ମ ଧ୍ୟତୈମୁର ବହୁତ ଭଲ ଭାବେ ଲାଇମ୍‌ଲାଇଟ ହ୍ୟାଣ୍ଡଲ କରିଛନ୍ତି।  ଆରାଧ୍ୟଙ୍କ ପାର୍ଟିରେ ଅନେକ ଷ୍ଟାର ଓ ତାଙ୍କ ଛୁଆମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.