Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||

ଲାଞ୍ଚୁଆ ତହସିଲଦାର ଗିରଫ: ୨୦ ହଜାର ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ

16/11/2020 at 10:31 PM

ସୁବର୍ଣ୍ଣପୁର୧୬/୧୧: ଲାଞ୍ଚୁଆ ତହସିଲଦାର ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲଦାର ସୁବ୍ରତ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ଘାଟକ ଏଁତରା ଗାଁର କାହ୍ନୁ ଚରଣ ଦାସଙ୍କ ଠାରୁ ଜମି ରେଜିଷ୍ଟ୍ରେସନ ବାବଦରେ ୨୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ମାଡି ବସିଥିଲା।

ମିଳିଥିବା ସୂଚନା ଅନୁସାରେ, କାହ୍ନୁଙ୍କୁ ସେ ଲାଞ୍ଜ ମାଗିଥିଲେ। ଏ ନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଯୋଜନା ମୁତାବକ ଆଜି ତରଭା ତହସିଲଦାର ତାଙ୍କ ସରକାରୀ ବାସ ଭବନରେ ଲାଞ୍ଚ ଟଙ୍କା ନେବା ବେଳେ ସୋନପୁର, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲା ମିଳିତ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗରିଫ କରିଛନ୍ତି  ।

   Related Posts