ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟାଭେରା, ତହସିଲଦାର ମୃତ
30/03/2019 at 9:23 AM

ନୟାଗଡ ୩୦|୩ : ନୟାଗଡ ସୋରଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛପଟୁ ଧକ୍କା ଦେଇଛି ଟାଭେରା । ଦୁର୍ଘଟଣା ଫଳରେ ଜଣେ ତହସିଲଦାରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କୋମନା ତହସିଲଦାର ସୁରେଶ ନନ୍ଦ । ସୁରେଶ ନିର୍ବାଚନ ଡ୍ୟୁଟି ପାଇଁ ଭୁବନେଶ୍ବର ଆସୁଥିଲେ ।
Related Posts
ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଛି !
25 January 2021
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021