Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜମି ପଟ୍ଟା ଦାବିରେ ତହସିଲ ଅଫିସ ଘେରାଉ

10/12/2018 at 5:17 PM

କଳାହାଣ୍ଡି ୧୦|୧୨:  ଲାଞ୍ଜିଗଡ ତହସିଲଅଫିସ ଘେରାଉ । ଜଙ୍ଗଲ ଜମି ଅଧିକାର ଆଇନ ଓ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ଦାବିରେ ଶତାଧିକ ଡଙ୍ଗରିଆଝରଣିଆ କନ୍ଧ ଓ ସ୍ଥାନୀୟଲୋକଙ୍କ ତହସିଲ ଅଫିସ ଘେରାଉ । ନିୟମଗିରି ସୁରକ୍ଷା ସମିତି  ଓ ସଚେତନ ନାଗରିକ ମଞ୍ଚର ନେତୃତ୍ଵରେ ଘେରାଉ ହକରାଯାଇଥିଲା। କେନ୍ଦୁବର୍ଡୀ ଗାଁରେ ସରକାରୀ ଜମିରେ ରହିଅସୁଥିବା ଅଦିବାସୀଙ୍କୁ ହଟେଇବାକୁ  ବିରୋଧ । କମ୍ପାନୀମାନଙ୍କୁ ମାଗଣା ଜମି ବଣ୍ଟନ ବେଳେ ଅଦିବାସୀଙ୍କୁହଟାଇବାକୁ ବିରୋଧ  କରାଯାଇଛି । ଲାଞ୍ଜିଗଡ ବ୍ଲକ୍ରେ ବସୁନ୍ଧରା ଯୋଜନା ଓ ଜଙ୍ଗଲ ଜମି ଅଧିକାର ଆଇନ ଲାଗୁ ଦାବି କରାଯାଇଛି ।

   Related Posts