Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଏହି ସୁପରଷ୍ଟାରଙ୍କ ପାଇଁ ଆଜିଯାଏଁ ବିବାହ କରିନାହାନ୍ତି ତବ୍ବୁ : ଜାଣନ୍ତୁ କିଏ

16/03/2019 at 12:25 PM

ମୁମ୍ବାଇ ୧୬/୩: ବଲିଉଡର ସବୁ ଫିଲ୍ମରେ କିଛି ନା କିଛି ପ୍ରେମ କାହାଣୀ ନିଶ୍ଚୟ ରହିଥାଏ। ଏବଂ ଶେଷରେ ହିରୋ ଏବଂ ହିରୋଇନ୍ ମିଶି ଯାଆନ୍ତି ଏବଂ ଫିଲ୍ମଟି ହାପି ଏଣ୍ଡିଙ୍ଗ୍ ହୋଇ ସରିଯାଇଥାଏ। କିନ୍ତୁ ବାସ୍ତବ ଜୀବନ ଫିଲ୍ମ ଭଳି ଏତେ ସହଜ ହୋଇନଥାଏ। ଏହା ଅଧିକାଂଶ ଥର ବସ୍ତେବ ଜୀବନରେ ଅଧୁରା ରହିଯାଇଥାଏ।

ଆଜି ଆମେ ବଲିଉଡ ଅଭିନେତ୍ରୀ ତବ୍ବୁଙ୍କ ଲଭ ଆଫେୟାର୍ସ ବିଷୟରେ ଜାଣିବା। ତବ୍ବୁ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଯିଏ ଏଯାଏଁ ବିବାହ କରିନାହାନ୍ତି। ତବ୍ବୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ନାଗାର୍ଜୁନଙ୍କୁ ଭଲ ପାଉଥିଲେ। ନାଗାର୍ଜୁନ ୧୯୫୯ମସିହା ଅଗଷ୍ଟ ୨୯ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ। ସେ ସାଉଥର ସୁପରଷ୍ଟାର ହେବା ସହ ପ୍ରଡ୍ୟୁସର,ଡ୍ୟାନସର ଏବଂ ବିଜନେସମ୍ୟାନ୍ ମଧ୍ୟ। ଉଭୟଙ୍କ ସମ୍ପର୍କ ୧୫ବର୍ଷ ଯାଏଁ ତିଷ୍ଠିଥିଲା।

କିନ୍ତୁ ତାଙ୍କ ବିବାହ ନାଗାର୍ଜୁନଙ୍କ ସହ ହୋଇପାରିନଥିଲା। ପ୍ରକୃତରେ ନାଗାର୍ଜୁନ ପୂର୍ବରୁ ବିବାହ କରିଥିଲେ ଏବଂ ଦୁଇ ଦୁଇ ଥର ବିବାହ କରିଥିଲେ। ସେ ପ୍ରଥମେ ଲକ୍ଷ୍ମୀ ଦାଗୁବାତ୍ତୀଙ୍କୁ ୧୯୮୪ରେ ବିବାହ କରିଥିଲେ। କିନ୍ତୁ ୧୯୯୦ରେ ସେ ଲକ୍ଷ୍ମୀଙ୍କୁ ବିବାହ କରିଥିଲେ। ଏହାପରେ ନାଗାର୍ଜୁନ ୧୯୯୨ରେ ଅମଲାଙ୍କୁ ବିବାହ କରିଥିଲେ। ସେଥିପାଇଁ ସେ ତୃତୀୟ ବିବାହ କରିବାକୁ ରାଜି ନଥିଲେ।  

   Related Posts